ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୯୨୭ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୫୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ଲକ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।
Very happy to share that with the recovery of a record 1927 #COVID19 patients today, Odisha crosses the milestone of over 50,000 recovered cases!
246 from Khurdha
190 from Ganjam
151 from Nayagarh
146 from Rayagada
108 from Sundergarh
101 from Kandhamal
95 from Dhenkanal— H & FW Dept Odisha (@HFWOdisha) August 21, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୧୯୦ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡରୁ ୧୫୧, ରାୟଗଡାରୁ ୧୪୬, ସୁନ୍ଦରଗଡରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ବାଲେଶ୍ୱରରୁ ୭୦, ମାଲକାନଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦, ଭଦ୍ରକରୁ ୨୮, ନୂଆପଡାରୁ ୨୭, କଳାହାଣ୍ଡି ଓ ସମ୍ବଲପୁରରୁ ୨୧ ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡରୁ ୧୭, ଝାରସୁଗୁଡାରୁ ୧୩, ବରଗଡରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬ ଏବଂ ଅନୁଗୁଳରୁ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
88 from Mayurbhanj
86 from Koraput
78 from Cuttack
77 from Puri
75 from Bolangir
74 from Jajpur
70 from Balasore
43 from Malkangiri
40 from Nabarangpur
34 from Gajapati
30 from Jagatsingpur
28 from Bhadrak
27 from Nuapada
21 from Kalahandi
21 from Sambalpur— H & FW Dept Odisha (@HFWOdisha) August 21, 2020
19 from Kendrapara
18 from Keonjhar
17 from Deogarh
13 from Jharsuguda
12 from Baragarh
8 from Boudh
6 from Sonepur
5 from AngulThe total recovered cases of Odisha now stand at 50,503.
— H & FW Dept Odisha (@HFWOdisha) August 21, 2020