ପୁରୀ ପହଞ୍ଚିଲେ ରାଷ୍ଟ୍ରପତି ରାଜ୍ୟ By Nitidin On Feb 19, 2022 Share ପୁରୀ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଂଚିଥିବା ଜଣାପଡ଼ିଛି । ଏଠାରୁ ସିଧାସଳଖ ରାଜଭବନ ଯିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । Share