ମୋଦୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ By Nitidin On Dec 23, 2022 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ଷଡ଼ଙ୍ଗୀ ଓଡ଼ିଶା ଲୋକଙ୍କ ବିକାଶକୁ ନେଇ ମୋଦୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ଶ୍ରୀ ଷଡ଼ଙ୍ଗୀ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । Share