ଆଜିଠୁ ପୁଲିସ ଜଗିବ ଶିମିଳିପାଳ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶିମିଳିପାଳରେ ଆଜିଠୁ ପୁଲିସ ପେଟ୍ରୋଲିଂ ଆରମ୍ଭ ହେବ । ୧୬ଟି ରେଞ୍ଜରେ ମୋଟ ୩୦ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଂ କରିବେ ।