ଭୁବନେଶ୍ୱରେ,ଏନ୍ଏନ୍ଏସ୍: ରାଜ୍ୟରେ ଆଜିଠୁ ପରୀକ୍ଷାମୂଳକ ଭାବେ ପାର୍କ ଖୋଲାଯାଇଛି। ସକାଳ ୭ରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ପାର୍କରେ ମାସ୍କ ପିନ୍ଧିବା ସହ ସମାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଉଛି। ହେଲେ ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ବାରଣ କରାଯାଇଛି।