ଓଡ଼ିଶା ଛୁଇଁଲା ଓମିକ୍ରନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ କଟକ ଓ ଜଗତସିଂହପୁରର ହୋଇଥିବାବେଳେ ନିକଟରେ ନାଇଜେରିଆ ଓ କତାରରୁ ଫେରିଥିଲେ। ଜିନମ ସିକ୍ୱେନ୍ସିଂରୁ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଉଭୟଙ୍କ ଚିକିତ୍ସା ଜାରି ରହିଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିଛି। ଏନେଇ ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି।