ଧାନ ମଣ୍ଡି ତାତି : ଗୃହ ୧୧ଟା ୩୦ ଯାଏଁ ମୁଲତବି ରାଜ୍ୟ By Nitidin On Feb 25, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍ : ମଙ୍ଗଳବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଧାନ ମଣ୍ଡିରେ ଧାନ ପଡ଼ିରହିବା ନେଇ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ଏ ନେଇ ବାଚସ୍ପତି ଦିନ ୧୧ ଟା ୩୦ ଯାଏଁ ଗୃହକୁ ମୁଲତବି ରଖିଥିଲେ । Share