ଆରଟିଓ ଯାଂଚ ପୁଣି ୩ମାସ କୋହଳ

ଭୁବନେଶ୍ୱର,ଏନ୍ଏନ୍ଏସ୍:  ଆରଟିଓ ଯାଂଚ ପୁଣି ୩ମାସ କୋହଳ । ଆଜି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ତେବେ ଆରଟିଓରେ ଭିଡ଼ ହେଉଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ଲାଇସେନ୍ସ ପାଇପାରି ନାହାନ୍ତି। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ନୂତନ ମୋଟର ଯାନ ଆଇନକୁ ଆଗାମୀ ୩ମାସ ପାଇଁ କୋହଳ କରାଯାଇଛି।