୨୭ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ମେ’ ୨୭ରେ କେରଳ ମୌସୁମୀ ଛୁଇଁବ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏବର୍ଷ ଶୀଘ୍ର ମୌସୁମୀ ଆସିବ । ଗତବର୍ଷ ଜୁନ୍ ୩ ତାରିଖରେ ମୌସୁମୀ କେରଳ ଛୁଇଁଥିଲା ।