ପୁରୀରେ ଚାଲିବ ‘ମୋ ବସ୍‌’

ପୁରୀ,ଏନ୍‌ଏନ୍‌ଏସ୍‌: ପୁରୀ ସହର ମଧ୍ୟରେ ଏପ୍ରିଲ ୧ରୁ ‘ମୋ ବସ୍‌’ ଚଳାଚଳ କରିବ । ପୁରୀର ୫୨ ଓ ୫୩ ନମ୍ବର ୨ଟି ରୁଟରେ ‘ମୋ ବସ୍‌’ ଚାଲିବ । ଏନେଇ କ୍ରୁଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।