ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦ୍ୱୀପ ରାଜ୍ୟ By Nitidin On Feb 15, 2023 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିରର ଜାଗର ଯାତ୍ରା ନେଇ ନୀତିନିର୍ଘଣ୍ଟ ସ୍ଥିର କରାଯାଇଛି । ଏଥିରେ ରାତି ୧୦ଟାରେ ମହାଦ୍ୱୀପ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି । ରାତି ୧୦ଟାରୁ ୧୧ଟା ମଧ୍ୟରେ ସାହଣ ମେଳା ଦର୍ଶନ ହେବ ବୋଲି ଜଣାପଡ଼ିଛି । Share