କଟକ,ଏନ୍ଏନ୍ଏସ୍: କୋଟିଆ ପ୍ରସଙ୍ଗକୁ ନେଇ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ମାମଲା ଦାୟର କରିଛି। ସୀମା ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମାମଲାରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନକୁ ବନ୍ଦ କରିବା ପାଇଁ ମଧ୍ୟ ନିବେଦନ କରାଯାଇଛି। ଗୃହ ଓ ରାଜ୍ୟ ସଚିବ ତଥା ୩ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାପଡ଼ିଛି।