ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର: ହାଇକୋର୍ଟ ରାଜ୍ୟ By Nitidin On May 12, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରଥ ନିର୍ମାଣ କାମ ଜୋରଦାର ଚାଲିଥିବା ଯୋଗୁଁ ୨୨ ସୁଦ୍ଧା କାମ ସରିବ ବୋଲି ଏଜି କୋର୍ଟଙ୍କୁ ଜଣାଯାଇଛନ୍ତି। Share