ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନା ଲାଗି ଗୃହ କମିଟି ଗଠନ କରାଯାଇଛି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଗୃହ କମିଟି ଗଠିତ ହୋଇଛି । ଏହି କମିଟିରେ ନରସିଂହ ମିଶ୍ର, ଦେବୀ ମିଶ୍ର, ବିକ୍ରମ ଆରୁଖ, ପ୍ରତାପ ଜେନା, ଜୟନ୍ତ ଷଡ଼ଙ୍ଗୀ, ଅତନୁ ସବ୍ୟସାଚ୍ଚୀ ନାୟକ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ରହିଥିବା ଜଣାପଡ଼ିଛି ।