ପୂର୍ବତନ ଉପବାଚସ୍ପତି ଅସୁସ୍ଥ, ବିଶାଖାପାଟଣା ସ୍ଥାନାନ୍ତର ରାଜ୍ୟ By Nitidin On Nov 5, 2019 Share ରାୟଗଡା,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ଲାଲବିହାରୀ ହିମିରିକା ଅସୁସ୍ଥ। ସୋମବାର ସକାଳେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତୀ ହୋଇଥିଲେ। ଏଠାରେ ହିମିରାକଙ୍କ ସ୍ୱସ୍ଥ୍ୟରେ ଉନ୍ନତି ନହେବାରୁ ଡାକ୍ତର ବିଶାଖାପାଟାଣସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ତନାନ୍ତରଣ କରିବାକୁ ପର।ମର୍ଶ ଦେଇଥିଲେ। ସନ୍ଧ୍ୟ।ରେ ଏକ ସ୍ୱତନ୍ତ୍ର ଆମ୍ବୁଲାନସ ଯୋଗେ ଜିଜେ ହସପିଟଲକୁ ସ୍ଥାନାନ୍ତର କରାଯାଇଛି । Share