କଟକ,ଏନ୍ଏନ୍ଏସ୍: ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ କଟକ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଭୋର ପ୍ରାୟ ୫ଟା ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିଥିଲେ । ବାଦାମବାଡ଼ିକୁ ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରିବାକୁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହା ପରେ ଅନୁଗୁଳ ବସଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ ପରିସରର ଜମି ବୁଲି ଦେଖିଥିଲେ ।
