ବାଣ ଗୋଦାମରେ ଅଗ୍ନିକାଣ୍ଡ

କୋଣାର୍କ: ପୁରୀ ଚାରିଛକ ବ୍ରହ୍ମଗୁଣ୍ଡିସ୍ଥିତ ବାଣ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ଲାଗି ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ଉପସ୍ଥିତ ଅଛନ୍ତି। ଅଗ୍ନିକାଣ୍ଡ ଓ ବିସ୍ଫୋରଣ ପରେ ମୃତାହତ ନେଇ କିଛି ସୂଚନା ମିଳିନାହିଁ।