ରେଳମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ- ହାଟିଆ-ପୁରୀ ତପସ୍ବିନୀ ଏଲଏଚବି କୋଚରେ ପରିଣତ କରିବା ପାଇଁ ଲେଖିଲେ ଚିଠି ଲେଖିଛନ୍ତି। ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ କଲ୍ୟାଣକୁ ଗୁରୁତ୍ବ ଦେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ବରରୁ ରେଢ଼ାଖୋଲ ଯାତ୍ରା କରିବା ବେଳେ ଏହା ଯାତ୍ରୀଙ୍କ ଦୀର୍ଘ ଦିନର ଦାବି ବୋଲି ଜାଣିବାକୁ ପାଇଥିବା ଅବଗତ କରାଇଛନ୍ତି।