ଓଡ଼ିଶାରେ ଆଉ ୩କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍ :  ଓଡ଼ିଶାରେ ଆଉ ତିନି ଜଣ କରୋନା ରୋଗୀ ଶୁକ୍ରବାର ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ସମସ୍ତ ତିନି ଜଣ ରୋଗୀ ଭୁବନେଶ୍ବର ସ୍ଥିତ ବମିଖାଲର ହୋଇଥିବା ସୂଚନା ମିଳିଛି।