୨୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

କଟକ,ଏନ୍ଏନ୍ଏସ୍: କଟକ ଲାଲବାଗ ପୁଲିସ ୨୭ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଜା ବସ୍ତିଆ। ବ୍ରାଉନ ସୁଗାର ସମେତ ଗୋଟିଏ ହିରୋହୋଣ୍ଡା ବାଇକ ଜବତ ହୋଇଥିବା ସୂଚନା ମିଳିଛି।