ଓଡିଆ ଫିଲ୍ମରେ ଯାଦୁ ଦେଖାଇବେ କୃଷ୍ଣା ଅଭିଷେକ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶାରେ ବଲିଉଡ ଷ୍ଟାଣ୍ଡ ଅପ କମେଡିଆନ ତଥା ଫିଲ୍ମ ଅଭିନେତା କୃଷ୍ଣା ଅଭିଷେକ। ବଲିଉଡ ପରେ ଓଡ଼ିଆ ଫିଲ୍ମରେ ନିଜର ଯାଦୁ ଦେଖାଇବେ କୃଷ୍ଣା । ଓଡିଆ ଫିଲ୍ମ ‘ମାମା ଓ୍ବଡ୍‌ସ୍‌ ପାପାରେ’ ନଜର ଆସିବେ ଏହି କମେଡିଆନ। ବର୍ତ୍ତମାନ ଫିଲ୍ମଟିର ସୁଟିଂ ଚାଲିଥିବା ବେଳେ ସେ ଓଡିଶା ଆସି ସୁଟିଂରେ ବ୍ୟସ୍ତ ରହିଛନ୍ତି।