ମମିତାଙ୍କୁ ନ୍ୟାୟ ଦାବିରେ ନବୀନ ନିବାସ ଘେରିଲା ବିଜେପି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ମମତି ମେହେର ହତ୍ୟାକାଣ୍ଡକୁ ୧୨୦ ଦିନ ପୁରିଥିଲେ ମଧ୍ୟ ଦାଗି ନେତାଙ୍କୁ ଗିରଫ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହାକୁ କେନ୍ଦ୍ର କରି ଆଜି ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇଛି । ମମିତାଙ୍କୁ ନ୍ୟାୟ ଦାବିରେ ଅନେକ ବିଜେପି କର୍ମୀ ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।