ଭୁବନେଶ୍ୱରରୁ ବ୍ୟାଙ୍କକକ୍‌ ବିମାନ ଉଡ଼ାଣ ବନ୍ଦ ରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବିମାନ ବନ୍ଦରରୁ ସାମୟିକ ଭାବେ ବ୍ୟାଙ୍କକକ୍‌କୁ ଉଡ଼ାଣ ବନ୍ଦ ରହିବ ବୋଲି ଜଣାଯାଇଛି। ଏ ନେଇ ଏୟାର ଏସିଆ କର୍ତ୍ତୃପକ୍ଷ ଭୁବନେଶ୍ୱର ବିମାନ କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧଭାବେ ଚିଠି କରି ଜଣାଇଥିବା ସୂଚନା ମିଳିଛି।