Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବକ୍ସ ଅଫିସ୍: ୧୦୦କୋଟିକୁ ଛୁଇଁବ ‘ବଟଲା ହାଉସ୍’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବକ୍ସ ଅଫିସ୍: ୧୦୦କୋଟିକୁ ଛୁଇଁବ ‘ବଟଲା ହାଉସ୍’

ନିଖିଲ ଆଡବାନି ନିର୍ଦ୍ଦେଶନାରେ ପ୍ରସ୍ତୁତ ବଟଲା ହାଉସ୍ ଫିଲ୍ମଟି ଆଜି ବକ୍ସ ଅଫିସ୍ରେ ୧୦୦ କୋଟିରେ ପହଞ୍ଚିବାକୁ ଯାଉଛି । ଏହି ଫିଲ୍ମରେ ଅଭିନେତା ଜନ୍ ଆବ୍ରାହାମ୍ ଥିବାବେଳେ ଏହି ଫିଲ୍ମଟି ଦ୍ୱିତୀୟ ସୋମବାର ପର‌୍ୟ୍ୟନ୍ତ ଭଲ ରୋଜଗାର କରିଛି । ଫିଲ୍ମ ଟ୍ରେଡର ରିପୋର୍ଟ ଅନୁସାରେ ଏହି ଫିଲ୍ମଟି ୧୨ଦିନରେ ବକ୍ସ ଅଫିସ୍ରେ ୨.୨୬କୋଟି ଟଙ୍କା ଟଙ୍କା ରୋଜଗାର କରିଥିବାବେଳେ ଆଗାମୀ ସପ୍ତାହରେ ଏହି ଫିଲ୍ମଟି ୮୬.୦୪କୋଟିରେ ପହଞ୍ଚିଛି । ତେବେ ଗତ ସପ୍ତାହରେ କୌଣସି ବଡ଼ ଫିଲ୍ମ ରିଲିଜ ହୋଇନଥିବା ସହ ଜନ୍ମାଷ୍ଟମୀ ପଡ଼ିଥିଲା, ଯାହାଦ୍ୱାରା ଦର୍ଶକଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍ ଉଠିଥିଲା । ତେବେ ବର୍ତ୍ତମାନ ଏହି ଫିଲ୍ମଟି ୧୦୦ କୋଟି ଛୁଇଁବାକୁ ଯାଉଛି ।

ଏହି ଫିଲ୍ମଟି ଏକ ସତ୍ୟଘଟଣା ଉପରେ ଆଧାରିତ ହୋଇଛି । ୨୦୦୮ ମସିହାରେ ଦିଲ୍ଲୀର ବଟଲା ହାଉସ୍ରେ ହୋଇଥିବା ଏନକାଉଣ୍ଟର ଉପରେ ଏହି ଫିଲ୍ମଟି ଆଧାରିତ ହୋଇଛି । ଏଥିରେ ଜନ୍ ଆବ୍ରାହାମଙ୍କ ନାମ ସଞ୍ଜୟ କୁମାର ରହିଛି ।