ଦୁର୍ଦ୍ଦାନ୍ତ ପିଏଲଏଫଆଇ କମାଣ୍ଡର ଗିରଫ

ରାଉରକେଲା : ଜଣେ ପିଏଲଏଫଆଇ କମାଣ୍ଡରକୁ ଗିରଫ କଲା ଝାଡ଼ଖଣ୍ଡଢ ପୁଲିସ। କମ୍ବିଂ ଅପରେସନ୍ ବେଳେ ଗିରଫ କଲା ସିମଡେଗା ପୁଳିସ। ଗିରଫ ପିଏଲଏଫଆଇ କମାଣ୍ଡରଙ୍କ ନାମ ସଚିତ ସିଂ । ସେ ଝାଡଖଣ୍ଡ ଓ ଓଡ଼ିଶାରେ ସକ୍ରିୟ ଥିଲା। ସଚିତକୁ ଧରାଇଦେବା ପାଇଁ ୨ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା ହୋଇଥିଲା। ସଚିତ ଧରିବା ସମୟରେ ତା’ ନିକଟରୁ ଏକ ଇନସାସ୍ ରାଇଫଲ ଓ ଗୁଳି ଜବତ କରାଯାଇଛି।