Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ୭୦୦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ରାଜ୍ୟରେ ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ୭୦୦

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮୬୯୭ରେ ପହଞ୍ଚିଛି।

ଆଜି ଗଞ୍ଜାମ ଜିଲ୍ଲାରୁ ୭୦୦ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୦୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୪୭ ଜଣ, ଜଗପତିରୁ ୧୩୬ଜଣ, ଢେଙ୍କାନାଳରୁ ୧୧୬ଜଣ, ସୁନ୍ଦରଗଡରୁ ୧୦୬ଜଣ, ସମ୍ବଲପୁରରୁ ୬୨ଜଣ, ରାୟଗଡାରୁ ୫୫ଜଣ, କେନ୍ଦୁଝରରୁ ୩୭ଜଣ,ଅନୁଗୁଳରୁ ୩୪ଜଣ, କଳାହାଣ୍ଡିରୁ ୨୪ଜଣ, କୋରାପୁଟରୁ ୨୨ଜଣ, ଯାଜପୁରରୁ ୨୦ଜଣ, ବରଗଡରୁ ୧୯ଜଣ, ବାଲେଶ୍ୱରରୁ ୧୭ଜଣ, ବଲାଙ୍ଗିରି ଓ ମୟୂରଭଞ୍ଜରୁ ୧୫ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୪ ଜଣ, ଭଦ୍ରକରୁ ୧୩ଜଣ, ଦେବଗଡ ଓ ନବରଙ୍ଗପୁରରୁ ୧୧ଜଣ ଲେଖାଏଁ, ଜଗତସିଂହପୁର ଓ ଝାରସୁଗୁଡାରୁ ୮ଜଣ ଲେଖାଏଁ, ପୁରୀରୁ ୬ଜଣ , ବୌଦ୍ଧରୁ ୫ଜଣ, ସୋନପୁରରୁ ୪ଜଣ, ମାଲକାନଗିରିରୁ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।