ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୪୪୦୫କୁ ବୃଦ୍ଧି ପାଇଛି।
Happy to share that we have achieved another high in the fight against #COVID19 with the discharge of a record 2129 Covid patients today.
The total recovered cases of Odisha now stand at 54405.
276 from Khurdha
265 from Ganjam
178 from Sundergarh
172 from Cuttack— H & FW Dept Odisha (@HFWOdisha) August 23, 2020
153 from Koraput
144 from Bhadrak
130 from Nayagarh
122 from Kandhamal
90 from Balasore
84 from Puri
80 from Malkangiri
68 from Sambalpur
68 from Rayagada
56 from Mayurbhanj
50 from Gajapati
27 from Jagatsinghpur
24 from Jajpur
23 from Dhenkanal
23 from Keonjhar— H & FW Dept Odisha (@HFWOdisha) August 23, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୭୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୬୫, ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ୱରରୁ ୯୦, ପୁରୀରୁ ୮୪, ମାଲକାନଗିରିରୁ ୮୦, ସମ୍ବଲପୁର ଓ ରାୟଗଡାରୁ ୬୮ଜଣ ଲେଖାଏଁ, ମୟୁରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢାଙ୍କାନାଳ ଓ କେନ୍ଦୁଝରରୁ ୨୩ଜଣ ଲେଖାଏଁ, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
19 from Kalahandi
18 from Angul
16 from Kendrapara
14 from Balangir
13 from Jharsuguda
9 from Nabarangpur
6 from Boudh
1 from Sonepur— H & FW Dept Odisha (@HFWOdisha) August 23, 2020