ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୯୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୯୦୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ଲକ୍ଷ ୫ହଜାର ୮୧୩ରହିଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୯୨ ସୁସ୍ଥ ହୋଇଥିଲା ବେଳେ କେନ୍ଦୁଝରରୁ ୬୦ ରହିଛନ୍ତି। ଏହାଛଡ଼ା କଟକରୁ ୫୯, ମୟୂରଭଞ୍ଜରୁ ୪୯, ଖୋର୍ଦ୍ଧାରୁ ୪୮, ଜଗତସିଂହପୁରରୁ ୪୩, ସମ୍ବଲପୁରରୁ ୪୩, କଳାହାଣ୍ଡିରୁ ୪୧, ନୂଆପଡ଼ାରୁ ୪୦, ଅନୁଗୁଳରୁ ୩୯, ଯାଜପୁରରୁ ୩୯, କେନ୍ଦ୍ରାପଡ଼ାରୁ ୩୯, ପୁରୀ ୩୯, ବୌଦ୍ଧରୁ ୩୨, ବାଲେଶ୍ୱରରୁ ୨୭, ବରଗଡ଼ରୁ ୨୭, ବଲାଙ୍ଗିରରୁ ୨୬, ନୟାଗଡ଼ରୁ ୨୨, ଝାରସୁଗୁଡ଼ାରୁ ୨୦, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, ମାଲକାନଗିରିରୁ ୧୨, ଢ଼େଙ୍କାନାଳରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୧୦, କନ୍ଧମାଳରୁ ୯, ସୋନପୁରରୁ ୭, ଦେବଗଡ଼ରୁ ୪, ଗଜପତିରୁ ୪, ରାୟଗଡ଼ାରୁ ୨ ଓ ଷ୍ଟେଟ୍ ପୁଲ୍ରୁ ୨୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।