ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୧୪୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୭୯୦୦କୁ ବୃଦ୍ଧି ପାଇଛି।
Another 1422 #COVID19 patients have recovered and are being discharged on 13.8.2020
255 from Ganjam
228 from Khurdha
139 from Gajapati
100 from Bolangir
95 from Sambalpur
71 from Cuttack
57 from Sundergarh
45 from Puri
44 from Bhadrak
42 from Rayagada
37 from Dhenkanal— H & FW Dept Odisha (@HFWOdisha) August 13, 2020
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ୨୫୫ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୨୨୮ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୩୯, ବଲାଙ୍ଗିରରୁ ୧୦୦, ସମ୍ବଲପୁରରୁ ୯୫, କଟକରୁ ୭୧, ସୁନ୍ଦରଗଡ଼ରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭, କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧରୁ ଓ ନୟାଗଡରୁ ୨୮ଜଣ ଲେଖାଏଁ, ଝାରସୁଗୁଡାରୁ ୨୧, ମୟୁରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
36 from Kandhamal
33 from Malkangiri
30 from Keonjhar
29 from Koraput
28 from Boudh
28 from Nayagarh
21 from Jharsuguda
20 from Mayurbhanj
19 from Sonepur
18 from Jagatsinghpur
13 from Balasore
12 from Baragarh
10 from Kalahandi
7 from Kendrapara
4 from Jajpur— H & FW Dept Odisha (@HFWOdisha) August 13, 2020
1 from Nabarangpur
The total recovered cases of Odisha now stand at 37900
— H & FW Dept Odisha (@HFWOdisha) August 13, 2020