ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂଶଲ ରାଜ୍ୟ By Nitidin On Dec 31, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ନୂଆ ଡିଜିପି ଭାବେ ସୁନୀଲ କୁମାର ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ପୂର୍ବତନ ଡିଜିପି ଅଭିୟଙ୍କଠାରୁ ଶ୍ରୀ ବଂଶଲ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି। Share