ରାଜ୍ୟରେ ଟିକାକରଣ ୪ କୋଟିକୁ ବୃଦ୍ଧି ରାଜ୍ୟ By Nitidin On Nov 12, 2021 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଟିକାକରଣ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି କ୍ରମରେ ମୋଟ ଟିକାକରଣ ସଂଖ୍ୟା ୪ କୋଟିକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। Share