ସୁଶୀଲ ଲୋହାନୀ ହେଲେ ଓଡିଶା ସିଇଓ

ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଆଇଏଏସ୍ ସୁଶୀଲ ଲୋହାନୀଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ନିର୍ବାଚନ ଆୟୋଗ ପକ୍ଷରୁ ବିକ୍ଷପ୍ତି ପ୍ରକାଶ ପାଇଛି। ନୂଆ ସିଇଓ ନେଇ ୩ଜଣଙ୍କ ନାମ ସୁପାରିଶ କରାଯାଇଥିଲା।