ଫାର୍ମାସିଷ୍ଟ ଦେବେ ଔଷଧ

  • ଭୁବନେଶ୍ୱର: ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ଫାର୍ମାସିଷ୍ଟ ଔଷଧ ଦେଇପାରିବେ। ଏନେଇ ପରିବାର ଓ କଲ୍ୟାଣ ବିଭାଗ ରୋଗ ଓ ଔଷଧ ତାଲିକା ଦେଇଛି। ଜ୍ୱର, ମ୍ୟାଲେରିଆ, ଝାଡ଼ାବାନ୍ତି, ସାମାନ୍ୟ ଆହତ ହୋଇଥିଲେ ଔଷଧ ଦେଇପାରିବେ।