ଆଇପିଏସ ସ୍ତରରେ ଅଦଳବଦଳ
- ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଅଖିଳେଶ୍ୱର ସିଂ ଜଗତସିଂହପୁର ଏସପିଭାବେ ବଦଳି ହୋଇଥିବାବେଳେ ରାହୁଲ ଜୈନ ବରଗଡ଼ରେ ନିଯୁକ୍ତି ପାଇଛନ୍ତି। ପ୍ରତ୍ୟୁଷ ଦିବାକର ନୂଆପଡ଼ା ବଦଳି ହୋଇଥିବାବେଳେ ମୟୂରଭଞ୍ଜ ଏସପିଭାବେ ନିଯୁକ୍ତି ପାଇଛନ୍ତ କେଆର ଦ୍ୟାନଦେଓ। ପିଏସ ମୀନା ମାଲକାନାଗିରି ବଦଳି ହୋଇଥିବାବେଳେ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପିଭାବେ ନିଯୁକ୍ତି ମିଳିଛି।