ଜୁଲାଇ ୩୧ ଭିତରେ +୨ ଫଳାଫଳ

କଟକ,ଏନ୍ଏନ୍ଏସ୍: ଜୁଲାଇ ୩୧ ଭିତରେ +୨ ଫଳାଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଛନ୍ତି ଯେ, ସୁପ୍ରିମକୋର୍ଟ ୩୧ ସୁଦ୍ଧା +୨ ଫଳାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବା ପାଇଁ ଆମେ ଚେଷ୍ଟା ଚଲାଇଛୁ । ଯଦି ଜୁଲାଇ ୩୧ ସୁଦ୍ଧା ନହୁଏ ତେବେ ଅତିବେଶୀରେ ଆଉ ଦିନେ ଦୁଇ ଦିନ ଲାଗିପାରେ।