ବିଶିଷ୍ଟ ଲେଖିକା ପ୍ରତିଭା ରାୟ ସ୍ୱାମୀଙ୍କ ପରଲୋକ

ବିଶିଷ୍ଟ ଲେଖିକା ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟଙ୍କ ସ୍ୱାମୀ ଇଂ ଅକ୍ଷୟ ରାୟଙ୍କ ପରଲୋକ ହୋଇଛି।