ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ ମୃତ ରାଜ୍ୟ By Nitidin On Sep 29, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ନନ୍ଦନକାନନରେ ସୁପ୍ରିୟା ନାମକ ଏକ ସିଂହୀର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ସୁପ୍ରିୟାକୁ ୧୫ ବର୍ଷ ବୟସ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିବା ନେଇ ସୂଚନା ମିଳିଛି। Share