ଭୁବନେଶ୍ୱର,ଏନ୍ଏନ୍ଏସ୍: କାର୍ଯ୍ୟରେ ଅବହେଳା ଅଭିଯୋଗରେ କଳାହାଣ୍ଡିର ଡେପୁଟି କଲେକ୍ଟର ଅନିଶା ଦାସ ନିଲମ୍ବିତ ହୋଇଛନ୍ତି। ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରକାଶ ଥାଉକି, ଅନିଶା ଏହା ପୂର୍ବରୁ ବେତନଟୀ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।
