କଟକ, ଏନ୍ଏନ୍ଏସ୍ : କଟକ ସହରରେ ଆଜି ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କ୍ୱାରେଣ୍ଟାଇନରେ ରହିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନେର ଥିବାବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ଥିଲେ। ସେହିପରି ଜଣେ ପେଡ୍ କ୍ୟାରେଣ୍ଟାଇନରେ ରହିଥିଲେ ।
#COVID19 update in Cuttack city (CMC area)
Out of the 84 new COVID-19 +ve cases reported today in #Cuttack district, 32 +ve cases belong to Cuttack city (CMC area).
Another 8 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/16spBWRDEG
— CMC,Cuttack (@CMCCuttack) July 21, 2020