କରୋନା ମୃତକଙ୍କ ପାଇଁ ୪ଲକ୍ଷ ରାଜ୍ୟ By Nitidin On Mar 14, 2020 Share ଭୁବନେଶ୍ୱର : କରୋନା ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା ସହାୟତା। ସହାୟତା ରାଶି ଘୋଷଣା କଲା ଗୃହ ମନ୍ତ୍ରାଳୟ। ଏସଡିଆରଏଫ ପକ୍ଷରୁ ମିଳିବ ୪ଲକ୍ଷର ଅନୁକମ୍ପା ରାଶି। କରୋନା ପାଇଁ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ। Share