ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବାସୀଙ୍କ ଦୀର୍ଘଦିନର ଦାବିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ବିମାନ କମ୍ପାନୀ ପକ୍ଷରୁ ଭୁବନେଶ୍ୱରରୁ ସୁରଟକୁ ଜାନୁଆରୀ ୨୦ରୁ ସିଧା ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ବିମାନ ଚାଳନ ମନ୍ତ୍ରାଳୟର ମୁଖ୍ୟ ସଚିବ ଉସା ପାଢ଼ୀ ଏକ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି।
ଏଥିସହ ସେ କହିଛନ୍ତି ଯେ ବିମାନ ନଂ ଏ-୩୨୧ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୮ଟା ୪୦ରେ ଉଡାଣ ଭରିବା ପରେ ସୁରଟରେ ଦିନ ୧୦ଟା ୪୦ରେ ପହଞ୍ଚିବ।
Long pending demand of #Odisha for air connectivity between #Bhubaheshwar & Surat would be fulfilled very soon. Tnx to @airindiain for commencing this flight on 20th January’20. pic.twitter.com/ZwJZUhXy8X
— Usha Padhee (@ushapadhee1996) December 29, 2019