ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବଲାଙ୍ଗିର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ। ବଲାଙ୍ଗିର ରାଜେନ୍ଦ୍ରୟ କଲେଜ ପା୍ଲଟିନମ ଜୁବୁଲି ଉତ୍ସବରେ ଯୋଗଦେବେ। ଡିସେମ୍ବର ୨୭ ପୂର୍ବାହ୍ନରେ କାର୍ଯ୍ୟକ୍ରମରେ ଯୋଗଦେବା ସୂଚନା। ସେହିଦିନ ବରକାନି ଠାରେ ଏଲପିଜି ବଟଲିଂ ପ୍ଲାଂଟ ବି ଉଦଘାଟନ କରିବାର ରହିଛି କାର୍ଯ୍ୟକ୍ରମ। ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।