ଭୁବନେଶ୍ୱର,ଏନ୍ଏନ୍ଏସ୍: କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ ହୋଇଛି । ମହିଳା ଥାନା ପୁଲିସ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ଦାୟର କରିଛି । ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ସମ୍ପୃକ୍ତ ଯୁବତୀ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଜଣାପଡ଼ିଛି ।