ଅରୁଣ ବୋଥ୍ରାଙ୍କୁ ମିଳିଲା ‘କ୍ରୁଟ’ ଦାୟିତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ‘କ୍ରୁଟ’ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ବୋଥ୍ରା କ୍ରାଇମବ୍ରାଞ୍ଚ ଏଡିଜି ସହ ‘କ୍ରୁଟ’ର ଦାୟିତ୍ୱ ତୁଲାଇବେ । ଏହାସହ ଦୀପ୍ତେଶ ପଟ୍ଟନାୟକ OSRTCର CMDର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ଅମିତାଭ ଠାକୁରଙ୍କୁ ଜେଲ ବିଭାଗର ଅତିରିକ୍ ଭାବେ ନିଯୁକ୍ତ କରାଯାଇଛି ।