ବାଚସ୍ପତିଙ୍କ ପରେ ଆଉ ୨ ମନ୍ତ୍ରୀଙ୍କ ଇସ୍ତଫା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାଚସ୍ପତି ବିକ୍ରମ କେଶରୀ ଅରୁଖଙ୍କ ପରେ ୨ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।