୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍‌

କଟକ,ଏନ୍‌ଏନ୍‌ଏସ୍‌: କଟକ ରିଂ ରୋଡ ୬ ଲେନ ବିଶିଷ୍ଟ ହେବ । ଏହି ୬ ଲେନ୍ ଖାନନଗର ପାଖରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ମୋଟ ୧୨୧ କୋଟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଛି ।