really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଚିଠିରେ ଦର୍ଶାଯାଇଛି ଯେ, ମୋଟ୍ ୧୮୭ଜଣ ଆଡହକ ଅଧ୍ୟାପକଙ୍କ ମଧ୍ୟରୁ ରାଜ୍ୟର ଡିଗ୍ରୀକଲେଜରେ ଆଡହକରେ ନିଯୁକ୍ତି ପାଇଥିବା ୧୨୦ଜଣ ଏବଂ ଜୁନିୟର କଲେଜରେ ଆଡହକରେ ଥିବା ୬୭ଜଣଙ୍କୁ ଆସନ୍ତା ୨୦୨୦ ମେ’ ୩୧ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଶେଷଥର ନିର୍ଦ୍ଦେଶ ଦିଆଯାଇଛି। ତାହାପରେ ଆଉ ସେମାନଙ୍କୁ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦିଆଯିବ ନାହିଁ। ମାସିକ ୩୧ହଜାର ୨୭୫ଟଙ୍କା ବେତନରେ କାର୍ଯ୍ୟକରୁଥିବା ଆଡହକ୍ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଲାଗି ଶେଷ ସୁଯୋଗ। ତେବେ ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ କଲେଜରେ କାର୍ଯ୍ୟ କରିଆସୁଥିବା ଶିକ୍ଷକଙ୍କୁ ୬ବର୍ଷ ପରେ ଛଟେଇ କରାଯିବ। ଏହି ଅଧ୍ୟାପକଙ୍କ ମଧ୍ୟରୁ ଅନେକ ପିଏଚଡି ଲାଭ କରି ଅଧ୍ୟାପନା କରୁଥିଲେ।