ପୁରୀରେ ୨ ଦିନ ସ୍କୁଲ ବନ୍ଦ ରାଜ୍ୟ By Nitidin On Aug 17, 2022 Share ପୁରୀ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ବନ୍ୟା ପରିସ୍ଥିତି ପାଇଁ ୨ଦିନ ବନ୍ଦ ରହିବ । ୨ ଦିନ ଅର୍ଥାତ୍ ୧୭ ଓ ୧୮ ତାରିଖ ସ୍କୁଲ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଘୋଷଣା କରିଛନ୍ତି । Share