ହୀରାକୁଦରେ ଖୋଲିଲା ୩୬ଟି ଗେଟ୍‌

ସମ୍ବଲପୁର,ଏନ୍‌ଏନ୍‌ଏସ୍‌: ହୀରାକୁଦରେ ଜଳସ୍ତରକୁ ଦୃଷ୍ଟିରେ ରଖି ଆଉ ୫ଟି ଗେଟ୍ ଖୋଲା ଯାଇଛି । ଫଳରେ ଏବେ ମୋଟ ୩୬ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଆଜି ମୋଟ ୪୦ଟି ଗେଟ ଖୋଲାଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ କଟକ ମୁଣ୍ଡଳିରେ ଜଳ ପ୍ରବାହ ୧୨ ଲକ୍ଷ କ୍ୟୁସେକ ଟପିଛି । ଏବେ ମୋଟ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି ।