କାଲି ବାହାରିବ +୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ରାଜ୍ୟ By Nitidin On Jul 26, 2022 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତାକାଲି + ୨ ରେଜଲ୍ଟ ପ୍ରକାଶ ପାଇବ । କାଲି ଅପରାହ୍ନ ୪ଟାରେ ଉଭୟ ବିଭାଗର ରେଜଲ୍ଟ ବାହାରିବ । ଏଥିସହିତ ସପ୍ତାହକ ପରେ କଳା ରେଜଲ୍ଟ ବାହାରିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । Share